ନୂଆଦିଲ୍ଲୀ/ ଭୁବନେଶ୍ୱର – କରୋନାର ସଂକ୍ରମଣର ଆଶଙ୍କାକୁ ଆଖି ଆଗରେ ରଖି ଆଇସିଏସଇ ପକ୍ଷରୁ ୧୯ ମାର୍ଚରୁ ୩୧ ମାର୍ଚ ଯାଏ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ କରା ଯାଇଥିବା ନେଇ ଆଇସିଏସଇ ପକ୍ଷରୁ ସୂଚନା ଦିଆ ଯାଇଛି ।
ପରୀକ୍ଷା ପୁଣି କେବେ ଅନୁଷ୍ଠିତ ହେବ ସେ ନେଇ ପରବର୍ତୀ ସମୟରେ ସୂଚନା ଦିଆ ଯିବ ବୋଲି ଆଇସିଏସଇ ପକ୍ଷରୁ କୁହା ଯାଇଛି ।