ରାୟଗଡ଼ା- କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମା ମଝିଘରିଆଣୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ହେଲେ ଠାକୁରାଣୀଙ୍କ ଦୈନିକ ପୂଜା ନୀତିରେ କୌଣସି ବିଭ୍ରାଟ ହେବ ନାହିଁ । ସମସ୍ତ ନୀତିକାନ୍ତି ଯଥାରୀତି ସମାପନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଆଜି ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024