ଭୁବନେଶ୍ୱର । କରୋନା ଭାଇରସ ବ୍ୟାପିବାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଚାରି ମାସର ଭତା ଆଗୁଆ ପ୍ରଦାନ କରିବେ । ସାମାଜିକ ନିରାପତା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏପ୍ରିଲ, ମେ. ଜୁନ ଓ ଜୁଲାଇ ମାସର ଭତା ହିତାଧିକାରୀ ମାନଙ୍କୁ ଆଗୁଆ ପ୍ରଦାନ କରା ଯିବ ।