ଭୁବନେଶ୍ୱର– ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପରିଚାଳନାଧୀନ ଆଶ୍ରମ ସ୍କୁଲ ଓ ଛାତ୍ରାବାସ ବନ୍ଦ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଘରକୁ ପଠାଯିବ ନାହିଁ । ସେମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରକାଶ କରିଛନ୍ତି । ଏଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ବିଭାଗୀୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି ।
Related Stories
November 24, 2024
November 24, 2024