ଭୁବନେଶ୍ୱର – କରୋନାର ସ୍ଥ୍ିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ମାର୍ଚ ୨୪ ତାରିଖରେ ରାଜ୍ୟର ୨୦ଟି ଜିଲ୍ଲାରେ ଦୁଇଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଂଚ, ୮ଟି ସମିତି ସଭ୍ୟ ଓ ୮୪ଟି ବାର୍ଡ ମେମ୍ବର ପଦବୀ ପୂରଣ ପାଇଁ ହେବାକୁ ଥିବା ଉପ ନିର୍ବାଚନକୁ ବର୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ପରବର୍ତୀ ସମୟରେ ନିର୍ବାଚନକୁ ନେଇ ନିଷ୍ପତି ଗ୍ରହଣ କରାଯିବ ବୋଲି କମିଶନଙ୍କ ପକ୍ଷରୁ କୁହା ଯାଇଛି ।
Related Stories
November 25, 2024