ଭୁବନେଶ୍ୱର – କରୋନା ପାଇଁ ଯାତ୍ରୀବାହୀ ବସ୍ ଗୁଡିକ ଉପରେ କଟକଣା ଜାରୀ କରାଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ କହିଛନ୍ତି ଯେ ବସ୍ ର ସିଟ୍ ସଂଖ୍ୟାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାଇ ପାରିବେ ନାହିଁ । ବସ୍ ର ଡ୍ରାଇଭର , ହେଲପର ଓ କଣ୍ଡକ୍ଟର ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ । ଗାଡିର ଷ୍ଟିୟରିଂ , ସିଟ୍ ରଡ୍ , ଡୋର୍ ପାଖରେ ଥିବା ଆଇରନ୍ ରଡ୍ ଗୁଡିକୁ ସାନିଟାଇଜର ଦ୍ୱାରା ସଫା ରଖିବାକୁ କୁହାଯାଇଛି । ଉଭୟ ସରକାରୀ ବସ୍ ଓ ଘରୋଇ ବସ୍ ପାଇଁ ଏହି କଟକଣା ଲାଗୁ ହେବ ।
Related Stories
November 24, 2024
November 24, 2024