ବ୍ରହ୍ମପୁର: ସାରା ବିଶ୍ୱ କୋରନା ମହାମାରୀକୁ ନେଇ ଭୟଭୀତ ଥିବାବେଳେ ବ୍ରହ୍ମପୁର ଷ୍ଟେଶନ୍ ଦେଇ ଚେନ୍ନାଇ, ହାୱଡା, ବେଙ୍ଗାଲୋର, ବିଶାଖପାଟଣା, କନ୍ୟାକୁମାରୀ, ରାମେଶ୍ୱର, ଚଣ୍ଡିଗଡ ଆଦି ରାଜ୍ୟକୁ ଟ୍ରେନ୍ ଯାତାୟାତ କରୁଥିବା ବେଳେ ଟ୍ରେନ୍ରେ ଆସି ବ୍ରହ୍ମପୁର ଷ୍ଟେଶନ୍ରେ ଓହ୍ଲାଉଥିବା ଯାତ୍ରୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ରେଳ ଷ୍ଟେଶନ୍ର ଦୁଇ ସମ୍ମୁଖ ଫାଟକ ନିକଟରେ ୨ଟି ଟିମ୍ର କାର୍ଯ୍ୟକୁ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବ ଶୁଭାରମ୍ଭ କରିଛନ୍ତି । ଯେଉଁ ଯାତ୍ରୀ ଷ୍ଟେଶନ୍ରେ ଓହ୍ଲାଇ ବାହାରକୁ ଆସିବେ ସେମାନଙ୍କୁ ଷ୍ଟେନଲାଇଜର ଦ୍ୱାରା ହାତ ସଫା କରିବା ସହ ଟିସୁ ପେପରରେ ମୁହଁ ସଫା ଓ ମାସ୍ ଲଗାଇବା ପାଇଁ ସଚେତନତା କରାଇବେ । ତେଣୁ ବ୍ରହ୍ମପୁର ରୋଟେରୀ କ୍ଲବ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି ।

Related Stories
November 24, 2024
November 24, 2024