ଖଣ୍ଡଗିରି. ଭୁବନେଶ୍ୱର -ଆନ୍ତର୍ଜାତିକମହିଳା ଦିବସ ପାଳନ ଉପଲକ୍ଷେସ୍ୱେଚ୍ଛାସେବୀସଂସ୍ଥାମହାଶକ୍ତି ଫାଉଣ୍ଡେସନ ଓ ଧର୍ମବିହାରଲେଡିଜ୍କ୍ଲବ୍ ର ମିଳିତ ପ୍ରୟାସରେମହିଳା ଅଧିକାର ଓ ଲିଙ୍ଗିୟସମାନତାସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତହୋଇଯାଇଛି । ଅନୁଷ୍ଠାନରସଭାପତିଶ୍ରୀସନ୍ତୋଷକୁମାରମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତକର୍ମଶାଳାରେବିଷିଷ୍ଟସାହିତ୍ୟିକାଶ୍ରୀମତୀଚିନ୍ମୟୀଷଡଙ୍ଗୀ, ଓଡିଶୀ ନୃତ୍ୟଶିଳ୍ପୀରୋମା ଦାସମହାପାତ୍ର, ଲାୟନ୍ସକ୍ଲବ୍ଲେଡିସ୍କ୍ଲବ୍ସଭାନେତ୍ରୀ ଅତସି ରଥ, ଧର୍ମବିହାରକମ୍ୟୁନିଟୀ ଆସୋସିଏସନରସଭାପତିଶ୍ରୀ ପୂର୍ଣ୍ଣଚନ୍ଦ୍ରଚ୍ୟାଉପଟ୍ଟନାୟକ, ବୋର୍ଡସଦସ୍ୟଶ୍ରୀଯୁକ୍ତ ଦିବାକରମହାରଣା ପ୍ରମୁଖଯୋଗଦେଇ ପୁରୁଷ-ମହିଳାମଧ୍ୟରେରହିଥିବାଲିଙ୍ଗିୟ ଅସମାନତା ଓ ତାର ପ୍ରତିକାରବିଷୟରେମତରଖିଥିଲେ ।କର୍ମଶାଳାଉପଲକ୍ଷେହୋଇଥିବାବିଭିନ୍ନ ପ୍ରତିଯୋଗିତାରେକୃତିଲାଭକରିଥିବା ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତକରାଯାଇଥିଲା । କର୍ମଶାଳାରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକଶ୍ରୀ ଯୁଗଳକିଶୋର ପଟ୍ଟନାୟକ ଦିବସରତାତ୍ପର୍ଯ୍ୟ ତଥା ଅତିଥି ପରିଚୟକରାଇଥିବାବେଳେଶ୍ରୀ ଆଶୁତୋଷ ଦାଶ ଧନ୍ୟବାଦ ଅର୍ପଣକରିଥିଲେ । କର୍ମଶାଳାରେବିଭିନ୍ନବର୍ଗରୁ ୧୫୦ ରୁଉର୍ଦ୍ଧ୍ୱମହିଳାଯୋଗଦେଇଥିବାବେଳେଶ୍ରୀକାନ୍ତ ଦାସ, ଭାନୁମତି ନାୟକ, କୁଳଦିପ ସାହୁ, ଆଶିଷ ନାୟକ, ସରୋଜମହାପାତ୍ର, ପ୍ରମୁଖକାର୍ଯ୍ୟକ୍ରମ ପରିଚାଳନାରେସହଯୋଗକରିଥିଲେ ।

Related Stories
November 14, 2024
November 14, 2024