ଭୁବନେଶ୍ୱର – ୟେସ୍ ବ୍ୟାଙ୍କ୍ ର ୬୦୦କୋଟି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା । ଏଥିନେଇ ବୁଧବାର ସିବିଆଇ ଅଫିସରେ ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ । ଜଗନ୍ନାଥ ସେନା ଅଭିଯୋଗ କରିଛି ଯେ ସରକାରଙ୍କ ଜାଣତରେ ଟଙ୍କା ୟେସ୍ ବ୍ୟାଙ୍କ ରେ ରଖାଯାଇଥିଲା । ଏବେ ବ୍ୟାଙ୍କ ବୁଡିବା ସ୍ଥିତିରେ । ଏବେ ବ୍ୟାଙ୍କ ରୁ କେମିତି ଟଙ୍କା ଫେରିବ ତାହାର ତଦନ୍ତ କରିବାକୁ ଦାବି କରିଛି ଜଗନ୍ନାଥ ସେନା ।
Related Stories
November 24, 2024
November 24, 2024