ଭୁବନେଶ୍ୱର – ୟେସ୍ ବ୍ୟାଙ୍କ୍ ପ୍ରସଙ୍ଗକୁ ନେଇ ବିରୋଧି ଦଳ ମୁଲତବୀ ପ୍ରସ୍ତାବ ଆଣିଛନ୍ତି । ଏହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କେଉଁଠି ଭୁଲ ଅଛି କେଉଁଠି ଠିକ୍ ଅଛି ତାହା ଆଲୋଚନା ପରେ ଜଣାପଡିବ ବୋଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସେ କହିଛନ୍ତି ଯେ ବିରୋଧୀଙ୍କ ଡ୍ୟୁଟି ହେଉଛି ସେମାନେ ହଟ୍ଟଗୋଳ କରିବେ । ସାଧାରଣ ଲୋକ ସେମାନଙ୍କୁ ଭୋଟ ଦେଇଛନ୍ତି । ସେମାନଙ୍କ ସମସ୍ୟା ଉଠେଇବା ପାଇଁ ହେଲେ ସେମାନେ ହଟ୍ଟଗୋଳ କରି ଗୃହ ବନ୍ଦ କରି ଦେଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।