ଭୁବନେଶ୍ୱର – ଏସସିବିର ଦୁଇ ଜଣ ଡାକ୍ତରଙ୍କ ସମ୍ପତ୍ତି ଠୁଳ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଜାଂଚ କରିବ । ଏହି ଦୁଇ ଜଣ ଡାକ୍ତର ହେଲେ ରବୀନ୍ଦ୍ର ଜେନା ଓ ସୁଧା ସେଠୀ । ଏହି ଦୁଇ ଡାକ୍ତର ଆର୍ଥିକ ଅନିୟମିତତା ଅଭିଯୋଗରେ 2018ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।
Related Stories
November 24, 2024
November 24, 2024