ଓଡିଶା ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ desk March 7, 2020 1 min read ବାଲେଶ୍ୱର- ଜଳେଶ୍ୱର ଝାଡ଼େଶ୍ୱରପୁର ବସ୍ତିରୁ ୨୫୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଘଟଣାରେ ଜଣେ ବେପାରୀକୁ ପୋଲିସ ଗିରଫ କରିଛି । ତେବେ ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ସେନେଇ ତଦନ୍ତ ଚଳାଇଛି । Tags: 1 arrest 250 Gram Brown sugar seize Continue Reading Previous: ଭଙ୍ଗା ଦଦରା କୁଡ଼ିଆରେ ଵିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ Next: ପଞ୍ଜାବର ଅମୃତସରକୁ ବ୍ୟାପିଲା କରୋନା, ଇଟାଲୀରୁ ଫେରିଥିଲେ ଦୁଇ ସଂକ୍ରମିତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ 1 min read ଓଡିଶା ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ December 19, 2025 ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ ଓଡିଶା ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ December 19, 2025 ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ଓଡିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା December 19, 2025