
ଜଗନ୍ନାଥ ପ୍ରସାଦ– ମୁଖ୍ୟ ବଜାର ନିକଟରେ ଥିବା ବିଜୁବାବୁ ଙ୍କର ପ୍ରତିମୂର୍ତ୍ତି ନିକଟରେ ବିଜୁଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ 104ତମ ଜନ୍ମଦିନ ପାଳିତହୋଇଛି. ସେହି ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟା ଦେଇ ସାରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ସେହି ସଭା ରେ ବିଜୁଜନତା ଦଳର ସଭାପତି ଶ୍ରୀଯୁକ୍ତ ମୋହନ ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତଞ୍ଜଳୀ ବେହେରା, ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ ବରୁଣ kum , ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଭୂୟାଁ, ସୂର୍ଯ୍ୟ ନାରୟଣ ପ୍ରଧାନ