
ଜଗନ୍ନାଥ ପ୍ରସାଦ– ଅଂଚଳରେ ସହ ସହ ମାଟିର ଇଟା ଭାଟି ଦେଖିବାକୁ ମିଳୁଛି ପ୍ରଶାସନ ଏଇଠି ନିଦ୍ରାରେ ସରକାର ମାଟିର ଇଟା ବନ୍ଦ କରିବା କହି ଛନ୍ତି ହେଲେ ତାହା କାଗଜ ପତ୍ରରେ ଜଗନ୍ନାଥ ପ୍ରସାଦ ଅଂଚଳରେ କୋଣ ଅନୁକଣ ମାନଙ୍କ ରେ ହଜାର ହଜାର ଘାଟି ଦେଖିବା କୁ ମିଳୁଛି ସରକାରୀ କର୍ମଚାରୀ ଲାଞ୍ଚୁଆ ହୋଇ ଘାଟି ଵାଲା ମାନଙ୍କୁ ଛତ୍ରଛାୟା ରେ ରଖିଥିବାରୁ ସେମାନେ କାହାକୁ ନ ଡରି ଜୋରରେ ନିଜର ବେପାର କରୁଛନ୍ତି ଏଥି ପ୍ରତି ପ୍ରଶାସନ ର ଉଚ ଅଫିସର ନଜର ପଡ଼ୁ ବୋଲି ଜ଼ିଲ୍ଲା ପ୍ରଶାସନ କୁ ଦାବି ଜଣାଇ ଛନ୍ତି