ଭୁବନେଶ୍ୱର – ଆସନ୍ତା ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ଏଥିରେ ଦଳର ୪ ଜଣ ବରିଷ୍ଠ ସଦସ୍ୟଙ୍କୁ ରଖାଯାଇଛି । ସେମାନେ ହେଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଏବଂ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ସଭ୍ୟ ଭାବେ ରହିଛନ୍ତି ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।
Related Stories
November 22, 2024