ଭୁବନେଶ୍ୱର – ଗତକାଲି ବିଧାନସଭାରେ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକମାନେ ରାଜ୍ୟରେ କିଛି ସରକାରୀ କର୍ମ·ରୀ ଜାଲ୍ ପ୍ରମାଣପତ୍ର ଦେଇ ରାଜ୍ୟରେ ସରକାରୀ ·କିରି କରୁଥିବା ସଂପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସଂପୃକ୍ତ କର୍ମ·ରୀଙ୍କ ବିଷୟରେ
ଅନୁସନ୍ଧାନ କରି ଦୋଷୀ କର୍ମ·ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ରୁଲିଂ ଦେଇଛନ୍ତି ।