
ନୂଆଦିଲ୍ଲୀ – ବିଶିଷ୍ଟ ସମାଜସେବୀ, ପୂର୍ବତନ ସାଂସଦ ନାନାଜୀ ଦେଶମୁଖଙ୍କୁ ତାଙ୍କର ପୁଣ୍ୟତିଥିରେ ମନେ ପକାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ସେ ଟ୍ୱିଟ କରି କହିଛନ୍ତି ଯେ ନାନାଜୀ ଦେଶମୁଖ ନିଜର ବିଚାର ଓ ଆଦର୍ଶ ଜରିଆରେ ନିଜର ଏକ ଅଲିଭା ସ୍ଥାନ ତିଆରି କରି ଥିଲେ । ସେ ନିଜର ଅସାଧାରଣ ସଂଗଠନ କୌଶଳରେ କାର୍ଯ୍ୟକର୍ତାଙ୍କୁ ତିଆରି କରିଥିଲେ । ମାନବିକତାର ଜଣେ ଉପାସକ, ଭାବେ ସେ ଗରୀବ ଓ ଗାଁର ସର୍ବାଙ୍ଗୀଣ ବିକାଶ ଓ ସଶକ୍ତିକରଣ ପାଇଁ ଜୀବନ ଯାଏ ସଂଘର୍ଷ କରିଥିଲେ ।