ଭୁବନେଶ୍ୱର – ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ପିଲା ବିକ୍ରୀ ଅଭିଯୋଗ ଆସିଛି । ଶ୍ରମିକ ଶ୍ରେଣୀର ଦମ୍ପତି ସେମାନଙ୍କ ଶିଶପୁତ୍ରକୁ୧୦ ହଜାର ଟଙ୍କାରେ ବିକ୍ରୀ କରିଥିଲେ । ସିଡବ୍ଲୁସି ଠାରୁ ଖବର ପାଇବା ପରେ ବିକ୍ରୀ ହୋଇଥିବା ୧୯ ଦିନର ଶିଶୁପୁତ୍ରର ବାପା ମାଙ୍କୁ ଡାକି ଜେରା କରିଥିବା ଜଣାପଡିଛି । ବିକ୍ରୀ ହୋଇଥିବା ଶିଶୁ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହିଁ । ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
Related Stories
November 23, 2024
November 23, 2024
November 23, 2024