
ଭୁବନେଶ୍ୱର– ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ବିରୋଧ କରିବ ସୋସିଆଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)ା ଏ ନେଇ ସୋମବାର ଦିନ ୧୧ଟା ବେଳେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯିବ ବୋଲି ଦଳୀୟ ସମ୍ପାଦକ ରାଜେନ୍ଦ୍ର ବର୍ମା ସୂଚନା ଦେଇଛନ୍ତି ।
ଭୁବନେଶ୍ୱର, ୨୩ ଫେବୃଆରୀ – ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ବିରୋଧ କରିବ ସୋସିଆଲିଷ୍ଟ ୟୁନିଟି ସେଂଟର ଅଫ ଇଣ୍ଡିଆ (କମ୍ୟୁନିଷ୍ଟ)ା ଏ ନେଇ ସୋମବାର ଦିନ ୧୧ଟା ବେଳେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯିବ ବୋଲି ଦଳୀୟ ସମ୍ପାଦକ ରାଜେନ୍ଦ୍ର ବର୍ମା ସୂଚନା ଦେଇଛନ୍ତି ।