ଭୁୁବନେଶ୍ୱର – ଚାଷୀଙ୍କୁ ନକଲି କୀଟନାଶକ ଔଷଧ ବିକ୍ରି କରିଥିବା ବୈବସାୟିକ ସଂସ୍ଥା ଉପରେ ଏପର୍ଯ୍ୟନ୍ତ କଣ ପାଇଁ କାର୍ଯ୍ୟାନୁÂାନ ନିଆଯାଇନଥିବାରୁ କୃଷି ମନ୍ତ୍ରୀ ଅରୁଣ ସାହୁ ୧୦ ଟି ଜିଲ୍ଲାର କୃଷି ଉପନିଦେ୍ର୍ଧଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା ନୂଆପଡା , ବରଗଡ , ସମ୍ବଲପୁର , ଅନୁଗୁଳ , ବାଲେଶ୍ୱର , ମୟୂରଭଂଜ ,ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ । ରାଜ୍ୟର ୨୭ଟି ସଂସ୍ଥା ନକଲି କୀଟ ନାଶକ ବିକ୍ରୀ କରିଥିବା ଅଭିଯୋଗ ହୋଇଛି ।
Related Stories
November 24, 2024
November 24, 2024