ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ “ ଆପଣ ସମସ୍ତଙ୍କୁ ମହାଶିବରାତ୍ରୀ ଅବସରରେ ହାର୍ଦିକ ଶୁଭକାମନା । ବାବା ଭୋଳାନାଥଙ୍କ ଆଶୀର୍ବାଦରୁ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସୌଭାଗ୍ୟ ଆସୁ । ଓମ ନମଃ ଶିବାୟ । ”