
ଭୁବନେଶ୍ବର: ବୀଜୂ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରେ ରନୱେ ର ରିକାର୍ପେଟିଙ୍ଗ ଏଇ ନବେମ୍ୱର ମାସରୁ ଆରମ୍ଭ ହେବାକୁ ଯାଉଅଛି। ଏଥିପାଇଁ ପ୍ରଥମ ଚରଣ ରେ ୧ ନବେମ୍ୱର ୨୦୧୯ ଋ ୩୧ ମାର୍ଚ ୨୦୨୦ ଜାଏଂ ରନୱେ ରାତି ୧୦ଟା ଋ ସକାଳ ୫:୩୦ ମିନିଟ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଭଳି ବିମାନ ବନ୍ଦର ର ରନୱେ ୧ ଅପ୍ରେଲ ୨୦୨୦ ଋ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ସକାଳ ୧୦:୩୦ ଋ ୬:୦୦ ମିନିଟ ଜାଏଂ ବନ୍ଦ ରହିବ। ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଲେ ଯେ ବିମାନ ପରିଚାଳନା
ବାଧିତ ନ ହୂଏ ସଥି ପାଇଁ ଏଅରଲାଇନ୍ସ ମାନଙ୍କୁ ପୁର୍ବରୁ ସମୟ ପୁନଃ ନିର୍ଦ୍ଧାରିତ କରିବା ପାଇଁ କୁହାଯାଇଛି। ଡିଜିସିଏ ର ଅନୁମତି ଭି ନିଆଯାଇଛି। ଏହା ପୁର୍ବରୁ ୨୦୦୭ ରେ ରନୱେ ରିକାର୍ପେଟିଙ୍ଗ କରାଯାଇଥିଲା।