ନୂଆଦିଲ୍ଲୀୂ– ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୁଧବାନ ଦିନ ପ୍ରଥମ ବୈଠକ ଅନୁÂିତ ହେବ । ଏହି ବୈଠକରେ ମନ୍ଦିର ନିର୍ମାଣର ତାରିଖ ସମ୍ପର୍କରେ ନିର୍ଧାରଣ କରା ଯାଇ ପାରେ । ସୁପ୍ରୀମକୋର୍ଟର ନିଷ୍ପତି ଅନୁସାରେ ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟର ପ୍ରଥମ ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ ବୋଲି ମନେ କରା ଯାଉଛି । ଏହି ବୈଠକରେ ପାରଦର୍ଶୀ ଭାବେ ଧନ ସଂଗ୍ରହ କରା ଯିବା ସହ ଭବିଷ୍ୟତର କାର୍ଯ୍ୟର ରୂପ ରେଖା ସ୍ଥିର କରିବା ଉପରେ ଆଲୋଚନା କରା ଯିବ । ରାମ ମନ୍ଦିର ନିର୍ମାଣର ସମୟସୀମା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରା ଯାଇ କୌଣସି ନିଷ୍ପତି ଗ୍ରହଣ କରା ଯାଇ ପାରେ ।
Related Stories
January 18, 2025
January 18, 2025