ନୂଆଦିଲ୍ଲୀ- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟତାମୂଳକ ସାକ୍ଷାତ କରିଛନ୍ତି ।
ଉଲ୍ଲେଖନୀୟ ଯେ ସଦ୍ୟ ସମ୍ପନ୍ନ ହୋଇଥି୍ବା ବିଧାନସଭା ନିର୍ବାଚନ ପରେ ଶପଥ ଗ୍ରହଣ କରିବା ପରେ ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହ ମିଶି ସେ କାମ କରିବାକୁ ଚାହୁଛନ୍ତି ।