ଏଠାରେ ଦର୍ଶାଯାଉଅଛି ଯେ ରାଲି ମାନଙ୍କରେ ଯୋଗଦେବାକୁ ଆସୁଥିବା ଯାତ୍ରୀ କିମ୍ବା କାର୍ଯ୍ୟକର୍ତ୍ତାମାନେ ଖୁବ କମ ଟିକେଟ କ୍ରୟ କରି ଯାତ୍ରା କରୁଥିବା ଦେଖାଯାଏ I ସାଧାରଣ ଲୋକମାନଙ୍କ ପାଇଁ ଆଦିବାସୀ ବହୁଳ ଯାତ୍ରୀ ମାନଙ୍କ ଦ୍ୱାରା ଟିକେଟ କ୍ରୟକରି ଯାତ୍ରାକରିବା ଏକ ବିରଳ ଉଦାହରଣ ସୃଷ୍ଟିକରିବ I