ନୂଆଦିଲ୍ଲୀ – ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବ୍ରସେଲ୍ସ ପହଂଚିଛନ୍ତି । ସେ ଏଠାରେ ପହଂଚିବା ପରେ ୟୁରୋପୀୟ ସଂଘର ନେତା ମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ବାଦ ଆଗାମୀ ମାର୍ଚ ମାସରେ ବ୍ରୁସେଲ୍ସରେ ହେବାକୁ ଥିବା ୧୫ତମ ଭାରତ- ୟୁରୋପୀୟ ସଂଘ ଶିଖର ବାର୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଦତାରଖ କରିବେ ବୋଲି ଜଣା ପଡିଛି ।
Related Stories
November 24, 2024
November 24, 2024