 
                ଭୁବନେଶ୍ୱର – ରାଜ୍ୟ ସରକାର ଦ୍ୱାରା ଭୁବନେଶ୍ୱରରେ ଆରମ୍ଭ କରା ଯାଇଥିବା ମୋ ବସ  ଯୋଜନାରେ  ଉପକଣ୍ଠସ୍ଥ ଜୟଦେବ ଅଂଚଳକୁ ମଧ୍ୟ ସାମିଲ କରା ଯାଉ ବୋଲି ଦାବି କରିଛନ୍ତି  ଜୟଦେବ ବିଧାୟକ ଅରବିନ୍ଦ ଢାଲୀ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ମୋ ବସ ଯଦି ଜୟଦେବ ଅଂଚଳକୁ ଯାଆନ୍ତା ତେବେ ସେଠାକାର ଲୋକ ମାନେ ମଧ୍ୟ ଉପକୃତ ହୁଏନ୍ତେ । ତେଣୁ ଏ ଦିଗରେ  ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।
                            
                        
	                    
 
                    







