ଚଣ୍ଡୀଗଡ- ପଂଜାବର ସଙ୍ଗରୁର ଜିଲ୍ଲାରେ ଲୋଙ୍ଗୋବାଲ ଠାରେ ଏକ ଘରୋଇ ବସରେ ନିଆଁ ଲାଗି ଯାଇଥିବା ଘଟଣାରେ ପଂଜାବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମୃତକଙ୍କ ପରିବାର ବର୍ଗଙ୍କୁ ସାଢେ ସାତଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
ଉଲ୍ଲେଖନୀୟ ଯେ ଶନିବାର ଦିନ ପଂଜାବର ସଙ୍ଗରୁର ଜିଲ୍ଲାରେ ଲୋଙ୍ଗୋବାଲ ଠାରେ ଏକ ଘରୋଇ ବସରେ ନିଆଁ ଲାଗି ଯାଇଥିଲା । ଏଥିରେ ଚାରି ଜଣ ପିଲା ପ୍ରାଣ ହରାଇଥିଲେ ।