
ଭୁୁବନେଶ୍ୱର- ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ଜଣେ ଯାତ୍ରୀ ପଡି ଯାଇଥିବା ବେଳେ ଆରପିଏଫର ଜଣେ କନେଷ୍ଟବଳ ସୁବ୍ରତ ମହାରଣା ମୃତ୍ୟୁ ମୁଖରୁ ରକ୍ଷା କରିଥିବା ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ ପ୍ରଧାନ ତାଙ୍କୁ ପ୍ରଶଂସା କରିଛନ୍ତି ।
ସେ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ ଜଣେ ନାଗରିକଙ୍କ ଜୀବନ ରକ୍ଷା କରିବା ପାଇଁ ଆରପିଏଫର କନେଷ୍ଟବଳ ସୁବ୍ରତ ମହାରଣା ଯେଭଳି ଭାବେ ତ୍ୱରିତ ଭାବେ କାମ କଲେ ତାହା ସୁରକ୍ଷା କର୍ମୀ ମାନେ କିଭଳି ଭାବେ ସତର୍କ ରହି କାମ କରିଥାନ୍ତି ଓ ଦୁର୍ଘଟଣାକୁ ଏଡାଇଥାନ୍ତି ତାକୁ ପ୍ରମାଣିତ କରୁଛି ।
ଶ୍ରୀ ପ୍ରଧାନ ନାଗରିକ ମାନଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ଚଳନ୍ତା ଟ୍ରେନରେ ଚଢନ୍ତୁ କିମ୍ବା ଓହ୍ଲାନˆୁ ନାହିଁ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO