ଭୁବନେଶ୍ୱର- ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଆସିଥିବା ଡବଲ୍ ମର୍ଡର ଘଟଣାରେ ତଦନ୍ତ ଲାଗି ପୋଲିସ୍ କୁ ୪ ବର୍ଷ ଲାଗିଲା । ଏଭଳି ପରିସ୍ଥିତିରେ ବିଜେଡି କେମିତି ଜାଣିବ କାହାର କେମିତି ଚରିତ୍ର ଥିଲା । ଯେଉଁ ମୁହୂର୍ତରେ ବିଜେଡ଼ି ଜାଣିଲା ତାଙ୍କୁ ଦଳରୁ ବିଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ ଆହୁରି କହିଛନ୍ତି ଯେ ବିଜେଡିକୁ ଆସିଲେ କେଉଁ ଲୋକର ଆଚରଣ ଓ ଉଚ୍ଚାରଣ ବଦଲେନି ।
Related Stories
November 23, 2024