ଭୁବନେଶ୍ବର: ଶ୍ରୀ ଜଗନ୍ନାଥ ମନ୍ଦିର ଆଖ-ପାଖରେ ଚାଲିଥିବା ବିକାଶ କାର୍ଯ୍ୟ ଓ ଅତିକ୍ରମଣ ହଟାଇବା ପାଇଁ ଅଭିଯାନ ବିଷୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ କୋର୍ଟ ରୁ ଦୁଇ ସପ୍ତାହର ସମୟ ମାଙ୍ଗିଛନ୍ତି ନ୍ୟାୟ ମିତ୍ର (ଅମିକସ କ୍ଯୂରି) Ranjit Kumar ଓ ସାଲିସିଟର ଜେନେରାଲ ଅଫ ଇଣ୍ଡିଆ ତୁଷାର ମେହେତା। ଦୁଇ ଜଣଙ୍କର ଅନୁରୋଧ କ୍ରମେ ମାନନୀୟ ସୁପ୍ରିମ କୋର୍ଟ ଦୁଇ ସପ୍ତାହର ସମୟ ଦେବା ସହ ଓଡ଼ିଶାର ଏଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଜିବା ପୁର୍ବ ରୁ ସବୁ ଷ୍ଟେକହୋଲ୍ଡର ମାନଙ୍କ ଅଭିଯୋଗ ଶୁଣାଣୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯହି ମାମଲା ର ଶୁଣାଣୀ ୩ ଅକ୍ଟୋବର ଦିନ କରାଯିବା ପାଇଁ ସ୍ଥିର କରାଯାଇଛି।
Related Stories
April 26, 2024