ଭୁବନେଶ୍ୱର– ଆସନ୍ତା ଫେବୃଆରୀ ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନ ପୂର୍ବରୁ ଆସନ୍ତାକାଲି (ଗୁରୁବାର)ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁÂିତ ହେବ । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ଅନୁÂିତ ହେବ ।ଏଥିରେ ଯୋଗ ଦେବା ପାଇଁ ସବୁ ବିରୋଧୀ ଦଳକୁ ଡକାଯାଇଛି । ପାର୍ଲିଆମେଂଟ ଢାଂଚାରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।
Related Stories
November 22, 2024