ଭାରତ- ଜର୍ମାନୀ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ରଣନୈତିକ ବୁଝାମଣାକୁ ନୂଆ ସୁଦୃଢତା- ମୋଦି

ଗାନ୍ଧିନଗର,ଧାନମନ୍ତ୍ରୀନରେନ୍ଦ୍ରମୋଦିସୋମବାରକହିଛନ୍ତିଯେଭାରତଏବଂଜର୍ମାନୀଏହିକଥାରେସହମତଯେଆତଙ୍କବାଦସମଗ୍ରମାନବଜାତିପାଇଁଗଭୀରଆପଦ।ଏହାବିରୋଧରେଦୁଇଦେଶପୂର୍ଣ୍ଣଦୃଢ଼ତାସହିତଏକାଠିହୋଇସଂଘର୍ଷଜାରିରଖିବେ। ଗୁଜରାଟରଗାନ୍ଧୀନଗରରେଜର୍ମାନଚାଞ୍ସେଲରଫ୍ରେଡ୍ରିକ୍ମେର୍ଜ୍‌ଙ୍କସହମିଳିତ ପ୍ରେସମିଟସମୟରେପ୍ରଧାନମନ୍ତ୍ରୀଏହିକଥାକହିଛନ୍ତି।ପ୍ରଧାନମନ୍ତ୍ରୀକହିଛନ୍ତିଯେସ୍ୱାମୀବିବେକାନନ୍ଦଭାରତଓଜର୍ମାନୀମଧ୍ୟରେଦର୍ଶନ, ଜ୍ଞାନଓଆସ୍ଥାରଏକସେତୁସୃଷ୍ଟିକରିଥିଲେ—ଏହାଏକସୁଖଦସଂଯୋଗ।ଆଜିଚାନସେଲରଫ୍ରେଡ୍ରିକ୍ମେର୍ଜ୍‌ଙ୍କଏହିଯାତ୍ରାସେହିସେତୁକୁନୂତନଉର୍ଜା, ନୂତନବିଶ୍ୱାସଏବଂନୂତନବିସ୍ତାରପ୍ରଦାନକରୁଛି। ସେକହିଛନ୍ତିଯେଚାନସେଲରଭାବେଏହାମେର୍ଜ୍‌ଙ୍କରକେବଳଭାରତନୁହେଁ, ଏସିଆକୁମଧ୍ୟପ୍ରଥମଯାତ୍ରା, ଯାହାଭାରତସହସମ୍ପର୍କକୁଦିଆଯାଉଥିବାଗୁରୁତ୍ୱକୁପ୍ରକାଶକରେ। ପ୍ରଧାନମନ୍ତ୍ରୀକହିଛନ୍ତିଯେଚାନସେଲରମେର୍ଜ୍‌ଙ୍କଏହିଯାତ୍ରାସେହିସମୟରେହେଉଛି, ଯେତେବେଳେଦୁଇଦେଶଗତବର୍ଷତାଙ୍କରକୌଶଳଗତସାଂଯୋଗିକତାର୨୫ବର୍ଷପୂର୍ତ୍ତିକରିଥିଲେଏବଂଏହିବର୍ଷକୂଟନୈତିକସମ୍ପର୍କର୭୫ବର୍ଷପାଳନକରୁଛନ୍ତି।ଏହିସଫଳତାଗୁଡ଼ିକଦୁଇଦେଶରସାମୂହିକଆକାଙ୍କ୍ଷା, ପାରସ୍ପରିକବିଶ୍ୱାସଏବଂନିରନ୍ତରଦୃଢ଼ହେଉଥିବାସହଯୋଗରପ୍ରତୀକ। ମୋଦିକହିଛନ୍ତିଯେଭାରତଓଜର୍ମାନୀପରିଅର୍ଥନୀତିମାନଙ୍କମଧ୍ୟରେଘନିଷ୍ଠସହଯୋଗସମଗ୍ରମାନବତାପାଇଁଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ।ଦ୍ୱିପକ୍ଷୀୟବ୍ୟାପାରଏବେ୫୦ବିଲିଅନ୍ଡଲାରରସୀମାକୁଅତିକ୍ରମକରିଛି।ଭାରତରେ୨,୦୦୦ରୁଅଧିକଜର୍ମାନକମ୍ପାନୀକାର୍ଯ୍ୟରତଅଛନ୍ତି, ଯାହାଭାରତରସମ୍ଭାବନାପ୍ରତିତାଙ୍କରବିଶ୍ୱାସକୁପ୍ରମାଣିତକରେ। About the Author desk Editor … Continue reading ଭାରତ- ଜର୍ମାନୀ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ରଣନୈତିକ ବୁଝାମଣାକୁ ନୂଆ ସୁଦୃଢତା- ମୋଦି