
ମହାଶୟା,ସୁସ୍ଥ ନାରୀ, ସଶକ୍ତ ନାରୀ ଅଭିଯାନ ଅଧୀନରେ ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସନ୍ତାକାଲି ଅର୍ଥାତ ତା.୨୬.୦୯.୨୦୨୯ରିଖ ଅପରାହ୍ନ ୩-୫ ଘଟିକା ମଧ୍ୟରେ ମହିଳା ସାମ୍ବାଦିକ ମାନଙ୍କ ନିମନ୍ତେ ବିଭାଗୀୟ କାର୍ଯ୍ୟାଳୟ ନ’ତାଲାରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି । ଏଥିରେ ଯୋଗଦେବା ପାଇଁ ସମସ୍ତ ସାମ୍ବାଦିକ ମାନଙ୍କୁ ଅନୁରୋଧ । ଏତଦବ୍ୟତୀତ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯାରତ ମହିଳା ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ଶିବିରରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରିପାରିବେ ।
ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେବା ପାଇଁ ସମସ୍ତ ମହିଳା ସାମ୍ବାଦିକ, ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯାରତ ମହିଳା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅନୁରୋଧ ।