ଭୁବନେଶ୍ୱର, ଭୁବନେଶ୍ୱର ଠାରେ ନିଶାମୁକ୍ତ ଭାରତ ଉଦ୍ଦେଶ୍ୟରେ “ନମୋ ଯୁବ ମାରାଥନ” ଆଜି ଅନୁଷ୍ଠିତ ହେବ । କଳିଙ୍ଗ ଷ୍ଟାଡିୟମ ରୁ ଜନତା ମଇଦାନ ଯାଏ ଏହା ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ଅନ୍ୟ ମାନେ ଏଥିରେ ସାମିଲ ହେବେ ।