
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପରିଚାଳନା କମିଟି ର ନୂତନ ସଦସ୍ୟ ରୂପେ ମନୋନୀତ ହେବା ପରେ ଶନିବାର ଦିନ ପୁରୀ ଗୋବର୍ଦ୍ଧନରେ ପହଞ୍ଚି ପିଠାଧିଶ୍ୱର ପୂଜ୍ୟପାଦ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗଙ୍କ ଦର୍ଶନ କରିବା ସହିତ ଗୁରୁଜୀ ଙ୍କ ମାର୍ଗଦର୍ଶନ ପ୍ରାପ୍ତ ହେଲେ ପରିଚାଳନା କମିଟି ର ନୂତନ ସଦସ୍ୟ ଶ୍ରୀ ମହେଶ ସାହୁ l