
ଭୁବନେଶ୍ୱର- ନୂଆଁଖାଇ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ । ପ୍ରଥମ ଫସଲ ଭଗବାନଙ୍କୁ ସମର୍ପଣ କରାଯାଏ । ଧନୀ, ଗରିବ ନିର୍ବିଶେଷରେ ସମସ୍ତେ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରନ୍ତି ନୂଆଁଖାଇ ।