
ଗଂଜାମ, ଶରାଧାବାଲି ୱେଲଫେୟାରେ ଆସୋସିଏସନ ତରଫରୁ 79 ସ୍ୱାଧୀନତା ଦିବସ ପାଳନ କରା ଯାଇଅଛି । ପୂର୍ବତନ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପ୍ରଧାନ ପତାକା ଉତୋଳନ କରିଥିଲେ , ଜାତୀୟ ସଂଗୀତ ଗାନ ପରେ,ସମ୍ପାଦକ ସଚ୍ଚିଦାନନ୍ଦ ନାୟକ ସ୍ୱାଗତ ଭାଷଣ ଦେଇଥିଲେ, ଆସୋସିଏସନର ସଭ୍ୟମାନେ ସ୍ୱାଧୀନତା ବିଷୟରେ ବକ୍ତବ୍ୟ ମାନ ଦେଇଥିଲେ,! ସଭାପତି କେ. ଶିବପ୍ରସାଦ ରାଓଙ୍କର ଭାଷଣ ପରେ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ସର୍ବଶ୍ରୀ ମନୋଜ ପ୍ରସାଦ, ମନୋରଞ୍ଜନ ପଟନାୟକ ,ଇଂପ୍ରଭାକର ଦାଶ, ବଳରାମ ପାତ୍ର, ସନାତନ ଆଚାର୍ଯ୍ୟ, ଖାଲ୍ଲୀ ନାୟକ, ଲକ୍ଷ୍ମୀ ଚରଣ ତ୍ରିପାଠୀ,ବିପ୍ର ଚରଣ ପଟନାୟକ ରମେଶ ଚନ୍ଦ୍ର ପତି, ନୀଳମଣି ମହାପାତ୍ର,ସୁରେନ୍ଦ୍ର ସାମଲ, ପ୍ରକାଶ ରାଓ ସହ ଅନ୍ୟାନ ବାସିନ୍ଦା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ!