ଭୁବନେଶ୍ୱର– ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ରୁଲ୍ ୨୦୨୫କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାଫଳରେ ଖାଲି ପଡିଥିବା ମୂଳ ଟ୍ୟୁଟର ପଦବୀ ପୂରଣ କରାଯାଇପାରିବ ଏବଂ ଯୋଗ୍ୟ ଅଧ୍ୟାପକମାନଙ୍କୁ ପଦୋନ୍ନତି ଦିଆଯାଇପାରିବ।