ଜୟପୁର- ଆସନ୍ତା କାଲି ହେବାକୁଥିବା ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ l ଏହିପରି ଘଟଣା କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଗୁଆଳି ପଞ୍ଚାୟତ ଅନ୍ତର୍ଗତ ବଣିଆ ଗାଁରେ ଦେଖିବାକୁ ମିଳିଛି l ବାଲ୍ୟ ବିବାହ ଖବର ପାଇ କୋଟପାଡ଼ ସିଡିପିଓ, କୋରାପୁଟ ଡ଼ିଏସଡବ୍ଲ୍ୟୁ ଓ ଚାଇଲଡ ଲାଇନ ଟିମ୍ କୋଟପାଡ଼ ପୋଲିସ ସହାୟତାରେ ଏହି ବାଲ୍ୟ ବିବାହ ରୋକିଥିବା ଜଣାପଡିଛି l ଉକ୍ତ ଗାଁର ଜଣେ ନାବାଳିକାଙ୍କ ଆସନ୍ତା କାଲି ବିବାହ ହେବାର ଥିଲା l
Related Stories
November 24, 2024
November 24, 2024