
ଭୁବନେଶ୍ୱର– ବୀର ଶହୀଦ ମଙ୍ଗଳ ପାଣ୍ଡେଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା, କ୍ରାନ୍ତୀର ଅଗ୍ରଦୂତ, ବୀର ଶହୀଦ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ସାହସ ଏବଂ ବିରତ୍ୱର କାହାଣୀ ଯୁଗ ଯୁଗ ଧରି ଦେଶସେବା ପାଇଁ ଆମକୁ ପ୍ରେରିତ କରିବ।