
ଭୁବନେଶ୍ୱର ,ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସଆଇ) ନିର୍ଦ୍ଦେଶାଲୟ ସହଯୋଗିତ।ରେ ଫାର୍ମାସିସ୍ଟ ମାନଙ୍କ ନିମନ୍ତେ ଏକ ଦୁଇ ଦିବସୀୟ ତାଲିମ କାର୍ଯକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ ପ୍ରକୋଷ୍ଠରେ ଉଦଘାଟିତ ହୋଇଯାଇଛି।
ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ତଥା ନିର୍ଦ୍ଦେଶିକ।, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ମଧୁମିତା ନାୟକ ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ଅତିଥି ମାନେ ଫାର୍ମାସିସ୍ଟମାନଙ୍କୁ ସେମାନଙ୍କର କାର୍ଯଶୈଳୀ ଓ ଦକ୍ଷତା ବିକାଶ ପାଇଁ ଏହି କର୍ମଶାଳାର ଲାଭ ନେବାକୁ କହିଥିଲେ । ମୁଖ୍ୟ ଅତିଥି ତଥା ନିର୍ଦ୍ଦେଶିକ।, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ଫାର୍ମାସିସ୍ଟମାନଙ୍କୁ ରୋଗୀ ମାନଙ୍କ ପ୍ରତି ସମବେଦନଶୀଳ ଓ କର୍ତବ୍ୟ ପରାୟଣ ହେବାକୁ ଅନୁରୋଧ କରିଥିଲେ । ଶେଷରେ ଡ଼। ଶ୍ଵେତାଲିନ। ଆସେ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ତାଲିମ କାର୍ଯକ୍ରମରେ ଓଡ଼ିଶାର ବିଭିର୍ନ ପ୍ରାନ୍ତରୁ ୨୫ ଜଣ ଫାର୍ମାସିସ୍ଟ ଯୋଗଦାନ କରିଛନ୍ତି।