ଭୁବନେଶ୍ୱର– ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ।ଆଜି ତଦନ୍ତ କମିଟି ପାଖରେ ହାଜର ହେବେ ଆଭ୍ୟନ୍ତରୀଣ କମିଟି ସଦସ୍ୟ । ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ଏଫଏମକଲେଜରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।