
ଜୟପୁର– ରୋଟାରି କ୍ଲବ ଅଫ ଜୟପୁର ପ୍ରାଇଡର ୫ମ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଜୟପୁର ତାରିଣି ଛକ ସ୍ଥିତ ବିଜ୍ଞାନ ଇଣ୍ଟି ନ୍ୟାସନାଲ ପ୍ରାଇମେରି ସ୍କୁଲ ପରିସରରେ ଅନୁଷ୍ଟିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ଆଇପିଏସ ପାର୍ଥ କସ୍ୟପ ଯୋଗ ଦେଇଥିଲେ । ପ୍ରାଇତର ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ରବି ନାରାୟଣ ନନ୍ଦ ସହ ଗତ ବର୍ଷର ସଭାପତି ରାମ ହରି ପଣ୍ଡା ସମ୍ପାଦକ କାଳୁ ରାମ ପଣ୍ଡା ଉପ ସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଦ୍ୱିପ ପ୍ରଜ୍ୱଳନ ପରେ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଠାରେ ସାସ୍କୁୃତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଚଳିତ ବର୍ଷର ପ୍ରାଇଡର ସଭାପତି ସୁରେଷ ଚନ୍ଦ୍ର ପାଣିଗ୍ରାହୀ, ଉପ ସଭାପତି ପ୍ରଦିପ କୁମାର ସାହୁ, ସମ୍ପାଦକ ରବି ନାରାୟଣ ନନ୍ଦ, କୋଷାଧ୍ୟକ୍ଷ ସଞ୍ଜିବ କୁମାର ମିଶ୍ର, ଆଇପିପି ରାମ ହରି ପଣ୍ଡା, ଇକ୍ସୁଟିଭ ସମ୍ପାଦକ ମୁରଲି ଧର ସାବତ, ଫାଉଣ୍ଡେସନ ଚେୟାର ଭି ହରି ପ୍ରସାଦ, ସଦସ୍ୟ ପି ସନାତନ, ରାମ ସାହୁ ରତ୍ନାକର ଚୈଧୁରି, ଜି.ଭି ରାଓ, ପ୍ରଭାକର ଚୈଧୁରି, ହରି ସାହୁ ଦିନେଶ ପାତ୍ର, ଜୋୟସ ରାଥଡୋ ଚଳିତ ବର୍ଷର ସଦସ୍ୟ ଥିଲେ । ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ଶିବିର, ରକ୍ତ ଦାନ ଶିବିର, ଆଜି ଆଗାମି ଦିନରେ କରାଯିବ ବୋଲି ସଭାପତି ସୁରେଶେ ପାଣିଗ୍ରାହୀ ସୂଚନା ଦେଇଥିଲେ ।
ଏଠାରେ ପ୍ରତିଷ୍ଠାତା ସଭାପରି ରୋଟାରିୟାନ ପ୍ରକାଶ ନାୟକ, ସି ସାବିତ୍ରି ସହ ସହରର ବୁଦ୍ଧିଜୀବି ମାନେ ଉପସ୍ଥିଲେ ।