
ଗଂଜାମ, ଗଣ୍ଡାଳା ଗାଁର ଶ୍ରୀକାନ୍ତ ଗୈ।ଡ(୨୦)ଗତ ସନ୍ଧ୍ୟାରେ ଛେଳି ଚରାଇ ଘରକୁ ଫେରିଵା ଵେଳେ ବଜ୍ରପାତ ହୋଇଥିଲା। ଏହାପରେ ସେ ଗୁରୁତର ହୋଇପଡିଥିଲେ । ବେଲଗାଁ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ
ରାତିରେ ଅଧିକ ଚିକିତ୍ସା ପାଇଁ ଵ୍ରହ୍ମପୁର ଵଡଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।