
ପୁରୀ– ଚଳିତ ମାସ ୧୪ ତାରିଖରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସଦର ମହକୁମାରେ ଅର୍ଥାତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ | ଏହା ଦିନ୧୦ଟା ରେ ଆରମ୍ଭ ହେବ | ଗତ ୭ ତାରିଖରେ ରଥଯାତ୍ରା କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି ହୋଇପାରି ନ ଥିଲା | ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଯୋଗକାରିଙ୍କ ଅଭିଯୋଗ ଜିଲ୍ଲାପାଳ ଶୁଣିବେ | ଏ ସମ୍ପର୍କରେ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।