ନୂଆଦିଲ୍ଲୀ, ଦେଶବାସୀଙ୍କୁ ଆଷାଢ ଏକାଦଶୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀଙ୍କୁ ଆଷାଢ ଏକାଦଶୀର ଅନେକ ଶୁଭକାମନା । ଏହି ପବିତ୍ର ଅବସର ପ୍ରତ୍ୟେକଙ୍କ ପାଇଁ ଫଳଦାୟୀ ହେଉ, ଏହାହିଁ କାମନା କରୁଛି ।