ଛତିଶଗଡରେ ଆଇଇଡି ଖଂଜିଲେ ନକ୍ସଲ, ବିସ୍ଫୋରଣରେ ଗ୍ରାମବାସୀ ଗୁରୁତର

ବିଜାପୁର– ଛତିଶଗଡ଼ର ବିଜାପୁର ଜିଲ୍ଲାର ମଦ୍ଦେଡ଼ ଥାନା ଅଂଚଳ ଅଧୀନ ସିରାକୋଟା-ଡମ୍ପାୟା ମଧ୍ୟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ନକ୍ସଲମାନେ ଲଗାଇଥିବା ପ୍ରେସର ଆଇଇଡିବିସ୍ଫୋରଣରେ ବୁଧବାର ଦିନ … Continue reading ଛତିଶଗଡରେ ଆଇଇଡି ଖଂଜିଲେ ନକ୍ସଲ, ବିସ୍ଫୋରଣରେ ଗ୍ରାମବାସୀ ଗୁରୁତର