
ଭୁବନେଶ୍ୱର– ବିଏମସି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଆଜି ତାର ପ୍ରତିବାଦ ହେଉଛି। ଆଗକୁ ଭବିଷ୍ୟତରେ ଯେମିତି ଏ ଘଟଣା ନ ଘଟିବ ତାକୁ ନେଇ କାମ ଚାଲିଛି। ସୁରକ୍ଷିତ ରହି କାମ କରିବେ କର୍ମଚାରୀ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ବିଏମସି ଅଫିସରେ ସିକ୍ୟୁରିଟି ବଢାଯାଇଛି ବୋଲି କହିଛନ୍ତି ବିଏମସି କମିଶନର ।
ଏହାକୁଦୁର୍ଭାଗ୍ୟଜନକ ଘଟଣା କହିଛନ୍ତି ବିଏମସି କମିସନର। ବାସ୍ତରରେ ଦୁର୍ଘଟଣା ପଛର କାରଣ କଣ ତାର ଯାଞ୍ଚ ହେବ ବୋଲି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି ।