
ଲକ୍ଷ୍ନୌ– କାରଗିଲ ଯୁଦ୍ଧର ମହାନାୟକ କ୍ୟାପଟେନ ମନୋଜ କୁମାର ପାଣ୍ଡ୍ୟେଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଦେଶ ରକ୍ଷା ପାଇଁ ନିଜ ପ୍ରାଣବଳୀ ଦେଇତିବା ଭାରତ ମାତାର ବୀର ସୁପୁତ୍ର, କାରଗିଲ ଯୁଦ୍ଧର ମହାନାୟକ, ପରମବୀର ଚକ୍ରରେ ସମ୍ମାନିତ କ୍ୟାପଟେନ ମନୋଜ କୁମାର ପାଣ୍ଡେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଂଜଳି ।